Surprise Me!

ଆଜି ବିଶ୍ୱ ଧରିତ୍ରୀ ଦିବସ: ପରିବେଶ ସୁରକ୍ଷା ପାଇଁ ରେଶମ ସହରରେ ବୃକ୍ଷଙ୍କ ସେବାରେ 'ଟ୍ରି ଆମ୍ୱୁଲାନ୍ସ'

2026-04-22 52 Dailymotion

ବ୍ରହ୍ମପୁରରେ ବୃକ୍ଷକୁ ସୁରକ୍ଷା ଯୋଗାଇ ଦେବାପାଇଁ ଆଗେଇ ଆସିଛି ସବୁଜ ବାହିନୀ । ୧୨ ବର୍ଷ ଧରି ଏହି ଅନୁଷ୍ଠାନ ଗଛ ଲଗାଇବା ସହ ଲୋକଙ୍କୁ ସଚେତନ କରାଉଛି । ରିପୋର୍ଟ-ସମୀର କୁମାର ଆଚାର୍ଯ୍ୟ